ଫନୀ ବାତ୍ୟାରେ ଉଜୁଡିଗଲା ସବୁକିଛି; ଭଙ୍ଗା ଚାଳିଆରେ ବିତୁଛି ଜୀବନ

Straight to the Point

ଆରଡ଼ି(ଓଡ଼ିଶା ଜର୍ଣ୍ଣାଲ )ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଆରଡ଼ି ପଞ୍ଚାୟତ ଅନ୍ତର୍ଗତ ସିଙ୍ଗପୁର ଗାଁ ର ବଳରାମ ଦାସ ଙ୍କ ଘର କହିଲେ ଏକମାତ୍ର ସ୍ତ୍ରୀ ଏବଂ ଗୋଟିଏ ପୁଅ ,ଆଉ ଗୋଟିଏ ଝିଅ ।ଏ ଖଟି ଖିଆ ମଜୁରିଆ ଙ୍କ ଏକ ମାତ୍ର ଛୋଟ କୁଡ଼ିଆ କୁ ବାତ୍ୟା ର ପବନ ଏତେ ମାତ୍ରା ରେ ଥିଲା ଯେ ଆଉ ସେ ଘରର ଚାଳ ଛପ ର ଉଡ଼ି ଯାଇଛି ।ଘର ଯାକ ପାଣି ଆଣ୍ଠିଏ ଖାଇବାଓ ଶୋଇବା ପାଇଁ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହେବାକୁ ପଡିଥିଲା।ସରକାର ଯୋଜନା ପରେ ଯୋଜନା ଘୋଷଣା କରୁଛନ୍ତି।ସତ ଏଠିକାର ବାସ୍ତବ ଚିତ୍ର କିନ୍ତୁ ଅଲଗା ଧନୀ ଶ୍ରେଣୀ ଲୋକଙ୍କୁ ମିଳୁଛି ।ସରକାରୀ ସୁବିଧା ।ହେଲେ ଗରିବ ଟିଏ ଗଲେ ନିଜର ହକ ମାଗିବାକୁ ।ସୁବିଧା ରୁ ବଞ୍ଚିତ।ତେବେ ଦେଖିବାକୁ ବାକି ରହିଲା ସରକାରୀ ସହାୟତା କେବେ ମିଳିବ।

error: Thank You Keep Visiting