ପବିତ୍ର ଅକ୍ଷୟ ତୃତୀୟା, ୨୧ ଦିନ ଧରି ଆଖଣ୍ଡଳମଣି ଶିବ ଗଙ୍ଗା ପୁଷ୍କରିଣୀରେ ହେବ ଚନ୍ଦନ ଯାତ୍ରା

An Independent Media

ଆରଡ଼ି (ଓଡିଶା ଜର୍ଣ୍ଣାଲ) ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ଙ୍କ ର ଆଜି ଠାରୁ ୨୧ଦିନ ଧରି ଚନ୍ଦନ ଯାତ୍ରା ଆରମ୍ଭ ହେବ।ରୀତିନୀତି ଅନୁଯାୟୀ ଭୋର ୪ଟା ରେ ପହଡ଼ ଖୋଲି ଥିଲା ବାବାଙ୍କର ପହିଲି ଘର୍ଷଣ।ପହିଲି ଭୋଗ କରା ଯାଇ ।ଭକ୍ତ ମାନଙ୍କ ପାଇଁ ଧାଡି ଦର୍ଶନ କରାଯାଇଥିଲା।ପରେ ସନ୍ଧ୍ୟାରେ ଏକ ନୌକରେ ବାବା ହର ଓ ଗୌରୀ ଙ୍କୁ ସାଙ୍ଗରେ ଧରି ଶିବ ଗଙ୍ଗା ପୁଷ୍କରିଣୀରେ ନାଵ କେଳି କରିବେ ।ଏହି ପରମ୍ପରା ବର୍ଷ ବର୍ଷ ଧରି ହୋଇଥାଏ।ଏହି ଚନ୍ଦନ ଯାତ୍ରା ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁ ଙ୍କ ସୁଅ ଛୁଟି ଥାଏ ।ଆଖଣ୍ଡଳମଣି ପୀଠକୁ।ଭିଡକୁ ଦୃଷ୍ଟି ରେ ମନ୍ଦିର ପ୍ରଶାସନ ଏବଂ ଆରଡ଼ି ପୋଲିସ ଫାଣ୍ଡି ଅଧିକାରୀ ତଦାରଖ କରିଥିଲେ।

error: Thank You Keep Visiting