ଆଖଣ୍ଡଳମଣି ମୁଖ୍ୟ ରାସ୍ତାରେ ଫାଟ;ଲୋକେ ଭୟବିତ

Straight to the Point

ଆରଡ଼ି(ଓଡ଼ିଶାଜର୍ଣ୍ଣାଲ) : ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ର ବାବାଆଖଣ୍ଡଳମଣି ଧାମ ।ଏକ ପର୍ଯ୍ୟଟନ ସ୍ଥଳୀ ପ୍ରତିଦିନ ହଜାର ଜହାର ଭକ୍ତ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥାନ୍ତି। ଏହି ପୀଠକୁ। ପୀଠକୁ ଆସିବାକୁ ହେଲେ ଏକମାତ୍ର ବାଟ ଯାହାକି ଭଦ୍ରକ ଜିଲ୍ଲା ଠାରୁ ଆଖଣ୍ଡଳମଣି ଧାମକୁ ଆସିବାର ବାଟ ୩୬କିମି ।କିନ୍ତୁ ରାଜ୍ୟ ପୂର୍ତ୍ତ ବିଭାଗ ର ଅବହେଳା ଯେ କୋଠର ଛକ ଠାରୁ ଅସୁରାଳି ପର୍ଯ୍ୟନ୍ତ ୫କିମି ରାସ୍ତା ମଝିରେ ଫାଟ ଯାହାକୁ ନେଇ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା କୁ ପଡେ।ଏମିତି କି ବିଭିନ୍ନ ଦୁର୍ଘଟଣା ସିକାର ହେବାକୁ ପଡିଥାଏ।ବିଶେଷ କରି ପର୍ଯ୍ୟଟକ ମାନେ ଏହି ରାସ୍ତା ଦେଇ ଆଖଣ୍ଡଳମଣି ଧାମକୁ ଆସିଥାନ୍ତି।ତେଣୁ ଏହି ରାସ୍ତା କୁ ତୁରନ୍ତ ମରାମତି ହେବାକୁ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

error: Thank You Keep Visiting