ବୈଶାଖ ମାସର ଶେଷ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଛାଇ କଲେ ବହୁ ଗୋପାଳ ଭକ୍ତ

Straight to the Point

ଆରଡ଼ି(ଓଡ଼ିଶା ଜର୍ଣ୍ଣାଲ) ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ର ବାବା ଆଖଣ୍ଡଳମଣି ପୀଠ ଥିଲା ବେଶ ଚଳ ଚଞ୍ଚଳ ।ଆଜି ବୈଶାଖ ମାସର ଶେଷ ସୋମବାର ଥିବାରୁ  ବାବାମଣି ଙ୍କୁ ବହୁ ଗୋପାଳ ଭକ୍ତ ପବିତ୍ର ବୈତରଣୀ ନଦୀରୁ ଜଳ ଆଣି ବାବାଙ୍କ ମସ୍ତକରେ ଢାଳି ଥିଲେ ଦୀର୍ଘ ଏକ ମାସ ଧରି ଜଳଛାୟା  ରେ ରହୁଥିଲେ ବାବାମଣି  ।ପ୍ରଚଣ୍ଡ ସୂର୍ଯ୍ୟ ତାପ ରୁ ରକ୍ଷା ପାଇବା ପାଇଁ ବାବାଙ୍କୁ ଜଳ ଛାୟା ସ୍ୱତନ୍ତ୍ର ବ୍ୟବସ୍ଥା କରା ଯାଇଥିଲା।ଭୋର ୪ଟା ପହଡ଼ ଫିଟଯାଇ ଥିଲା ।ପରେ ମଙ୍ଗଳା ଆଳତୀ କରା ଯାଇ ପହିଲି ଘର୍ଷଣ କରାଯାଇଥିଲା ।ପରେ ଧାଡି ଦର୍ଶନ ହୋଇଥିଲା ।ଭିଡକୁ ଦୃଶଟିରେ ରଖି ମନ୍ଦିର  ସେବାୟତ ସଂଘ ଓ ପୋଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳା ବଜାଇ ରଖିଥିଲେ।

error: Thank You Keep Visiting