ଜଗତସିଂହପୁରରେ ଅଦିନିଆ ଦୀପାବଳୀ
ଜଗତସିଂହପୁର: ସ୍ଥାନୀୟ ବିଜୁପଟ୍ଟନାୟକ ଛକରେ ଭାରତର ୨ୟଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଶପଥ ଗ୍ରହଣ ଉତ୍ସବକୁ ଜଗତସିଂହପୁର ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଆତସବାଜୀ ଫୁଟାଇ ଉତ୍ସବ ପାଳନ କରି ଅଭିନନ୍ଦନ ଜଣାଇଛନ୍ତି । ଏଥରେ ଉପସଭାପତି ସୌଭାଗ୍ୟ ମହାନ୍ତି, ସାଧାରଣ ସଂପାଦକ ଜଗନ୍ନାଥ ଦାସ, ନଗର ସଭାପତି ଅକ୍ଷୟକୁମାର ପାତ୍ର, ମିଡିଆ ସେଲର ଗଣେଷପ୍ରସାଦ ମହାନ୍ତି, ଯୁବମୋର୍ଚ୍ଚା ସଭାପତି ସମ୍ବିତ ବେହୁରା, ରାଜନାରାୟଣ ସାହୁ, ହୃଷିକେଷ ନନ୍ଦ, ବିକାଶ ସିଂ, ରଣଜିତ ମହାନ୍ତି, ଏସକେ ନସିଫ , ରାଜେନ୍ଦ୍ର ବିଶୋୟୀ, ଦିବାକର ସେଠୀ, ହେମନ୍ତ ପଲାଉର, ଅଜୟ ତ୍ରୀପାଠୀ, ସୂର୍୍୍ୟନାରାୟଣ ନାୟକ, ନୀଳମଣୀ ସାହୁ, ଶିଶିର ପାତ୍ର, ଅଜୟ କୁମାର ସ୍ୱାଇଁ, ପ୍ରଦୀପ ଦାସ, ସମୀର ନାୟକ, କୃଷ୍ଣ ପ୍ରସାଦ ଆ·ର୍ଯ୍ୟ, ଦୁର୍ଗାପ୍ରସାଦ ମହାନ୍ତି, ସୌମ୍ୟରଂଜନ ଦାସ, ଅସିତ ପାତ୍ର, ମାୟାଧର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଉତ୍ସବ ପାଳନ କରିଥିଲେ ।