ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ୨ ଲକ୍ଷ ୮୨ ହଜାର ଟଙ୍କା ଆୟ

An Independent Media

କେନ୍ଦ୍ରାପଡା: ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିକୁ ଗତ ୨୯ତାରିଖରେ ଖୋଲାଯାଇ ସେଥିରୁ ୨ଲକ୍ଷ ୮୨ହଜାର ୬୫୫ଟଙ୍କା ଆୟ କରାଯାଇଥିବା ସୂଚନା ମିଳିଛି । ବଳଦେବଜୀଉ ଦେବୋତ୍ତର ସଂସ୍ଥା କାର୍ଯ୍ୟାଳୟ ପରିସରରେ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ,ଟ୍ରଷ୍ଟବୋର୍ଡ ସଭ୍ୟ ଧିରେନ ସାହୁ,ବଳରାମ ସୁଆର,ରଞ୍ଜନ କୁମାର ପୃଷ୍ଟି ଓ ଯଯାତୀ କେଶରୀ ମହାନ୍ତିଙ୍କ ଉପସ୍ଥିତିରେ ଗଣତି କରାଯାଇଥିଲା ।

error: Thank You Keep Visiting