ପୌରପରିଷଦ ତରଫରୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

An Independent Media

ଜଗତସିଂହପୁର: ଜଗତସିଂହପୁର ପୌରପରିଷଦ ତରଫରୁ ନିମାଇଁଭବନ ପରିସରରେ ଭତ୍ତାବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୌରନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭତ୍ତାବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ୧୦୮ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା,ଶାରିରିକ ବିକଳାଙ୍ଗ ଭତ୍ତା,ବିଧବା ଭତ୍ତା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ବ୍ରଜ ଗୋପାଲ ଆ·ର୍ଯ୍ୟ,ପୌରଯନ୍ତ୍ରୀ କୃଷ୍ଣଚନ୍ଦ୍ର ସେଠୀ,କନିଷ୍ଠ ଯନ୍ତ୍ରୀ ଦେବବ୍ରତ ମିଶ୍ର,ପୌରପରିଷଦର କର୍ମ·ରୀ ଦୀପକ ପଟ୍ଟନାୟକ,ସ୍ୱସ୍ତିତପା ଜେନା,ରଶ୍ମି ବଡୁ ,ଟିକସ ଅସୁଲକାରୀ ସମେତ ପୌରପରିଷଦର ସମସ୍ତ କର୍ମ·ରୀ ଉପସ୍ଥିତ ଥିଲେ ।

error: Thank You Keep Visiting