୨ ବର୍ଷର ଶିଶୁ ୧୦ରୁ ୧୫ କଞ୍ଚାଲଙ୍କା ଖାଉଛି

Straight to the Point

ପ୍ରାପ୍ତ ବୟସ୍କର ଲୋକେ କଞ୍ଚାଲଙ୍କା ଖାଇବାମାତ୍ରେ ତାଙ୍କ ଆଖୁରୁ ଲୁହ ବାହାରି ଆସେ । ଏହାବ୍ୟତୀତ ଅଧୁକ ରାଗଯୁକ୍ତ ଲଙ୍କା ଖାଇଲେ ପେଟ ସମ୍ପର୍କୀୟ ଯାବତୀୟ ରୋଗ ବାହାରିବା ସମ୍ଭାବନା ଥିବାରୁ ଅନେକ ଲୋକ ଏହା ଖାଇବା ପାଇଁ ଇଚ୍ଛା କରନ୍ତି ନାହିଁ । କିନ୍ତୁ ଗୋଧୂର ଭୁକମ୍ପନଗରରେ ରହୁଥିବା ଜାଡେଜା ମାଧୁଭାଙ୍କ ଦୁଇବର୍ଷର ପୁଅ ନିୟମିତ ଖରାବେଳେ ଖାଇବାରେ ୧୨-୧୫ଟି କଞ୍ଚାଲଙ୍କା ଖାଇଥାଏ । କଞ୍ଚାଲଙ୍କା ଖାଇବାକୁ ନଦେଲେ ସେ କାନ୍ଦି କାନ୍ଦି ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରି ପକାଏ । ସେ କଞ୍ଚାଲଙ୍କାକୁ ଫଳ ଭଳି ଖାଇଯାଏ। ଅଙ୍କିତର ଏପରି ଅଭ୍ୟାସ ଭବିଷ୍ୟତରେ ଏହା କୌଣସି ବଡ ରୋଗକୁ ଡାକି ନ ଆଣୁ ଆଶଙ୍କା କରି ତାର ପରିବାର ଲୋକେ ଏଥୁପାଇଁ ଆଶଙ୍କିତ ଅବସ୍ଥାରେ ରହୁଛନ୍ତି । ପୂର୍ବରୁ ଅଙ୍କିତର ପେଟ ଯନ୍ତ୍ରଣା ହେଉଥୁଲା । କଞ୍ଚାଲଙ୍କା ଖାଇବା ପରେ ତାର ପେଟ ଯନ୍ତ୍ରଣା କମିଯିବାରୁ ସେ ଲଙ୍କା ଖାଇବା ଅଭ୍ୟାସ ଜାରି ରଖୁଛି । ଅଙ୍କିତ ଏବେ ତା ଗାରେ ଚିଲିବୟ ନାମରେ ପରିଚିତ ।

error: Thank You Keep Visiting