ସ୍ବାସ୍ଥ୍ୟ ଉପକାରୀ ମକା
ଅଧିକାଂଶ ଲୋକ ମକା ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ସେମାନେ ଜାଣନ୍ତି କିି ମକା ଖାଇବା ଦ୍ୱାର ଶରୀରର କ’ଣ ଉପକାର ହୋଇଥାଏ ? ଯଦି ଜାଣି ନାହାନ୍ତି ତେବେ ଆମେ ଆପଣଙ୍କୁ ଜଣାଇବୁ ମକା ଖାଇବା ଦ୍ୱାରା ଶରୀରକୁ କ’ଣ ଲାଭ ମିଳିଥାଏ। ଯାହା ଜାଣିବା ଦ୍ୱାରା ଯେଉଁ ଲୋକମାନେ ମକା ଖାଉ ନ ଥିବେ ସେମାନେ ଆଜିଠାରୁ ମକା ଖାଇବା ଆରମ୍ଭ କରିଦେବେ। ତେବେ ଆସନ୍ତୁ ଜାଣିବା ମକା ଖାଇବା ଦ୍ୱାରା ମନ୍ୟୁଷ୍ୟର କ’ଣ ସବୁ ଉପକାର ହୋଇଥାଏ।
- ମକାରେ ପ୍ରଚୁର ପରିମାଣର ଭିଟାମିନ ରହିଥାଏ ଯାହା ଶରୀରକୁ ଶକ୍ତି ଯୋଗାଇବା ସହ ସୁସ୍ଥ ରଖିଥାଏ।
- ମକା ଖଇବା ଦ୍ୱାରା ଶରୀରର ଓଜନ କମ ହୋଇଥାଏ।
- ହାଡ ମଜଭୁତ କରିଥାଏ।
- କ୍ୟାନସର ଭଳି ମାରାତ୍ମକ ରୋଗରୁ ରକ୍ଷା କରିଥାଏ।
- ସ୍ମରଣ ଶକ୍ତି ବୃଦ୍ଧି କରିଥାଏ।
- ଅଲସରରୁ ରକ୍ଷା କରିଥାଏ।
- ଦାନ୍ତ ମଜଭୁତ କରିଥାଏ।
- ହୃଦୟ ସମ୍ବନ୍ଧୀୟ ରୋଗରୁ ରକ୍ଷା କରିଥାଏ।