ଶରୀର ସୁସ୍ଥ ରଖିବ ଚଣା

Straight to the Point

ସାଧାରଣତଃ ଚଣା ଶରୀରକୁ ସୁସ୍ଥ ରଖିଥାଏ । ବଜାରରେ ବିଭିନ୍ନ ରଙ୍ଗର ଚଣା ମିଳିଥାଏ । ସେଥିମଧ୍ୟରୁ କଳା ରଙ୍ଗର ଚଣା ସ୍ୱାସ୍ଥ୍ୟ ପ୍ରତି ବହୁତ ହିତକର ହୋଇଥାଏ । ଏହାକୁ ବିଭିନ୍ନ ଉପାୟରେ ଖିଆଯାଇଥାଏ । ଯେପରି ରୋଷେଇ କରି, ସିଝାଇ, ଗଜା ଇତ୍ୟାଦି କରି । କଳାଚଣାରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଫାଇବର, କ୍ୟାଲ୍ସିୟମ୍ ଓ ମ୍ୟାଗ୍ନେସିୟମ୍ ଭରପୂର ମାତ୍ରାରେ ରହିଥାଏ । କଳାଚଣାକୁ ଗଜା କରି ଖାଇବା ଶରୀର ପାଇଁ ଅଧିକ ଲାଭଦାୟକ । ଗଜା ଚଣା ଖାଇଲେ ଶରୀରରେ ଭିଟାମିନ୍ ଏ, ବି, ସି,ହି ସହ ଫସ୍ଫରସ୍, ପୋଟାସିୟମ୍ ଓ ମ୍ୟାଗ୍ନେସିୟମ୍ ଆବଶ୍ୟକତା ପୂରଣ କରିଥାଏ ।

error: Thank You Keep Visiting