ଚମତ୍କାରୀ ଗୁମ୍ଫା ଯେଉଁଠି ଦୂର ହୁଏ ବଡ଼ ବଡ଼ ରୋଗ

Straight to the Point

ଅଷ୍ଟ୍ରିଆର ଲୋକମାନେ ଏମିତି ଏକ ଗୁମ୍ଫାର ସନ୍ଧାନ କରିଛନ୍ତି, ଯାହା ମଧ୍ୟକୁ ଗଲେ ଲୋକମାନଙ୍କର ଯେତେ ବଡ଼ ବେମାରୀ ହୋଇଥାଉ ନା କାହିଁକି ଭଲ ହୋଇଯାଏ । କାରଣ ଏହି ଗୁମ୍ଫା ମଧ୍ୟରେ ଏମିତି ଗ୍ୟାସ୍ ରହିଛି, ଯାହାର ସଂସ୍ପର୍ଶରେ ଆସିଲେ ରୋଗୀମାନେ ଅପଣାଛାଏଁ ଭଲ ହୋଇଯାନ୍ତି । ଏହି ଖବରଟି ଜଣାପଡ଼ିବା ପରେ ଏହା ସାରା ୟୁରୋପ ସହରକୁ ବ୍ୟାପୀ ଯାଇଥିଲା, ତେଣୁ ବହୁ ଦୂର ଦୂରାନ୍ତରୁ ଲୋକମାନେ ନିଜର ଚିକିତ୍ସା ଭଲ ହେବା ପଇଁ ଚିକତ୍ସା କରାଇଥାନ୍ତି । ଗୁମ୍ଫାଟି ଆଫ୍ର୍ରିକାର ଗାସ୍ତିନ ଠାରେ ଅବସ୍ଥିତ, ଯେଉଁର୍ଠାରେକି ପ୍ରଥମେ ଲୋକମାନେ ସୁନାଖଣି ସନ୍ଧାନରେ ଆସିଥିଲେ, କିନ୍ତୁ ପରେ ଯେତେବେଳେ ସେମାନେ ଏହି ଗୁମ୍ପାକୁ ସନ୍ଧାନ କରି ତା’ ମଧ୍ୟରୁ ପ୍ରବେଶ କଲେ, ଦେଖିଲେ ଏହା ମଧ୍ୟକୁ ପଶିବା ଦ୍ୱାରା ବହୁ ଦୂରାରୋଗ୍ୟ ଭଲ ହୋଇପାରୁଛି । ଅସଲରେ ଏହି ଗୁମ୍ଫାରେ ମିଳୁଥିବା ରାଡ଼ୋନ ଗ୍ୟାସ୍ ଅନେକ ଗମ୍ଭୀର ବେମାରୀକୁ ଠିକ୍ କରାଇଥାଏ । ଏହି ଗ୍ୟାସ୍ ଏକ ରେଡ଼ିଓ ଆକ୍ଟିଭ୍ ବୋଲି କୁହାଯାଏ । ଏହାର ଗରମ ବାତାବରଣ ଲୋକଙ୍କର ଅନେକ ଗମ୍ଭୀର ରୋଗକୁ ଭଲ କରିଥାଏ ।

error: Thank You Keep Visiting