ଏଚ୍‌ଆଇଭରୁ ରକ୍ଷା କରିବ ଗାଈ କ୍ଷୀର

Straight to the Point
ପ୍ରତିବର୍ଷ ଆମ ବିଶ୍ୱରେ ପ୍ରାୟ ସାଢେ ତିନି ହଜାର ଲୋକ ଏଚ୍‌ଆଇଭି ଏଡ଼୍‌ସ ଦ୍ୱରା ଆକ୍ରାନ୍ତ ହେଉଛନ୍ତି ଏଡ଼ସ ଦ୍ୱାରା ଆକ୍ରନ୍ତ ହଉଛନ୍ତି । ଏଡ଼ସ୍‌ ହେଲେ ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି କ୍ଷୟ ହୁଏ ଏବଂ ସେ ବିଭିନ୍ନ ପ୍ରକାର ରୋଗରେ ପଡ଼ି ଶେଷରେ ମୃତ୍ୟୁମୁଖରେ ପଡ଼େ । ଏବେ ଚିକିସିା ବିଜ୍ଞାନୀମାନେ ଏଡ଼ଦର ଭୟାବହତା ହ୍ରାସ କରିବକୁ ଦହଜ ଉପାୟଟିଏ ପାଇଛନ୍ତି । ତାହା ହେଲା ଗାଈ କ୍ଷୀରରେ ଥିବା ପୁଷ୍ଟିସାର ମଣିଷର ଇମୁ୍ୟନ୍‌ ସିଷ୍ଟମ୍‌ ବା ରୋଗ ପ୍ରତିରୋଧକ ବ୍ୟବସାକୁ ଦୃଢ କରିଥାଏ, ଯାହା ଫଳରେ ଏଡ଼୍‌ସର ପ୍ରଭାବ ଅପୋକ୍ଷାକୃତ କମ୍‌ ରହେ । ଏ କଥା ଆବିଷ୍କାର କରିଛନ୍ତି ଅଷ୍ଟ୍ରୋଲିଆର କିଛି ଗବେଷକ । ସେମାନେ ଗାଈ କ୍ଷୀରରୁ ଏକ ପ୍ରକାର କ୍ରିମ୍‌ ବା ଜେଲ୍‌ ପ୍ରସ୍ତୁତ କରିଛନ୍ତି ଯାହାଗୁ ଏଚ୍‌ଆଇଭି ଏଡ଼୍‌ସ ରୋଗୀଙ୍କ କ୍ଷେତ୍ରରୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଉଛି । ଖୁବ୍‌ ଶ୍ରୀଘ ଏହି କିମ୍‌ ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।
error: Thank You Keep Visiting