ମହୁର ଔଷଧୀୟ ଗୁଣ 

Straight to the Point
ବହୁ ଶତାଦ୍ଧୀ ଧରି ପକୃତିର ଆଶ୍ଚର୍ଯ୍ୟଜନକ ଦାନ ଭାବେର ମହୁକୁ ଗ୍ରହହଣ କରାଯାଇଛି । ବୃଦ୍ଧି ଓ ପିଲାମାନଙ୍କ ପାଇଁ ରସମଭାବରେ ହିତକର ଏହି ଚମକିାର ଖାଦ୍ୟରେ ଅନେକ ଔଷଧୀୟ ଗୁଣ ରହିଛି ପ୍ରାଚୀନକାଳରେ ହିନ୍ଦୁ ସାଧୁମାନେ ମହୁର ଉପଶମକାରୀ ଓ ହିତକାରୀ ଗୁଣ ଉପରେ ଅନେକ ମତ ଦେଇଛନ୍ତି । ଏହି ମଧୁର ତରଳ ପାଦର୍ଥଟି ମାହୁମାଛି ମାନଙ୍କ ଦ୍ୱାରା ଫୁଲ ହୋଇଥାଏ । ବିଭିନ୍ନ ପୂଜା ଉସିବଗୁଡିକର ମହୁର ପ୍ରଧାନ୍ୟ ଉସିବଗୁଡିକର ମହୁର ପ୍ରାଧାନ୍ୟ ବିଶେଷ ଭାବେ ପରିଲକ୍ଷିତ ହୋଇ ଥାଏ । ପରିଲକ୍ଷିତ ହୋଇ ଥାଏ । ମହୁର ପ୍ରଧାନ ଖାଦ୍ୟ ସାର ଯଥା- ଶେ୍ୱତସାର ଆମିନୋ ଏସିଡ୍‌ ଖଣିଜଲବଣ, ପୁଷ୍ଟିସାର ଓ ଭିଟାମିନ୍‌ ଆଦିରେ ପରିପୂର୍ଣ୍ଣ ଅଟେ । ମହୁରେ ଥିବା ଉପାଦାନଶର୍କରା ଜାତୀୟ ଫୃକ୍‌ଟୋକ୍‌) ଅଙ୍ଗୁଳ ଶର୍କରା, ମୁକ୍ରୋନ୍ତ -୨.୫% ଜଳୀୟ ଅଂଶ -୨୦%ଖଣିଜ ଲବଣ-୦୫% (ପଟାସିୟମ୍‌, କ୍ୟଲିସିୟମ୍‌ ମାଗନେସିୟମ୍‌ ମାଗ୍‌ନେସିୟମ୍‌ ଲୌହ, ତମ୍ବା ମାଙ୍ଗାନିଜ, ଫସ୍‌ଫରସ୍‌ ରୂପା, ସୁନା ଇତ୍ୟାଦି) ଅମ୍ଳନ- ୦.୨% (ଏସିଟିକ୍‌ ବୁଟେରିକ୍‌ ସାଇବି୍ରକ୍‌ ଫରମିକ୍‌, ଗ୍ଲକୋନିକ୍‌, ଲେକ୍‌ଟିକ୍‌୍‌ ସକ୍‌ସିନିକ୍‌, ଟାଟାରିକ୍‌, ଇତ୍ୟାଦି । ପୁଷ୍ଟିସାର ଆମିନୋ ଅମ୍ଳ ୦.୨୫% (ପ୍ଲାଲାଇନ୍‌, ଏସ୍‌ପାଟିକ୍‌ ଏସିଡ୍‌, ଗ୍ଲାଟାମିକ୍‌ ଏସିଡ୍‌ ଏସ୍‌ପାରାଜିନ୍‌, ଲୁସାଇନ୍‌, ଫିନାଇନଲ୍‌ ଆଲେରାନାଇନ୍‌, ଭେଲାଇନ୍‌ ଇତ୍ୟାଦି)ଏନ୍‌ ବଇମ୍‌-୦.୮ ଭାଗ : (ଇନ୍‌ଭର୍‌ ଟେଜ୍‌ ଏମାଇଡେଡ୍‌ ଗ୍ଲକୋଜ୍‌ ଅକଫିଟେଜ୍‌ କାଟାଲେଜ୍‌, ଏସିଡ୍‌ ଫସ୍‌ଫୋରେଜ୍‌ ଇତ୍ୟାଦି) ଭିଟାମିନ୍‌-୧.୦% (ଭିଟାମିନ୍‌-ଡି କମ୍ପ୍ଳେକ୍ସ କିମ୍ବା ଥାୟାମିନ୍‌ ଭିଟାମିନ୍‌ ବି-୨ କିମ୍ବା ରାଇବୋଫ୍ଲେବିଦ୍‌ ନିଅସିନ୍‌ କିମ୍ବା ନିକାଟିନ୍‌ ଏସିଡ୍‌ ଭିଟାମିନ୍‌ ବି-୬ ପେଷ୍ଟୋଥେନିକ୍‌ ଏସିଡ୍‌ ଏବଂ ଭିଟାମିନ୍‌-ସି ।ବିଭିନ୍ନ ରେଗରେ ମହୁର ବ୍ୟବହାର :- ମହୁ ସହିତ ତୁଳସୀପତ୍ର ରସ ୪/୫ ଟୋପା ମିଶାଇ ଶିଶୁମାନଙ୍କୁ ଦେଲେ କାଶ ଭଲ ହୁଏ ।୧୦ ମାସ ମହୁରେ ୫ଗ୍ରାମ ରସୁଣ ରସ ମିଶାଇ ପ୍ରତିଦିନ ସକାଳେ ଖାଇଲେ ଶୂଳ ଓ ଅଗ୍ନିମାନ୍ଦ୍ୟ ପ୍ରଶମିତ ହୁଏ । ୧୦ଗ୍ରାମ ମହୁରେ ୨୦ ଗ୍ରାମ ଅଦାରସ ମିଶାଇ ସେବନ କଲେ ସର୍ଦ୍ଦି କଫ ଓ କାଶ ଉପଶମ ହୁଏ । ୫ଗ୍ରାମ୍‌ ମହୁରେ ଗଙ୍ଗଶିଉଳିପତ୍ରର ରସ ୨୩୦ ଗ୍ରାମ ମିଶାଇ କିଛିଦିନ ସେବନ କଲେ ପୁରାତନ ଜ୍ୱର ଆରୋଗ୍ୟ ହୁଏ । ମହୁରେ ପୋଟଳପତ୍ରର କଞ୍ଚାରସ ମିଶାଇ ତାଳୁରେ ମାଲିସ୍‌ କଲେ ମୁଣ୍ଡ ବୁଲାଇବା ଉପଶମ ହୁଏ । ସମ ପିରିମାଣ ମହୁ ଓ ରନ୍ଧା ଜଡା ତେଲକୁ ମିଶାଇ ପୋଡିଯାଇଥିବା ସ୍ଥାନରେ ବୋଳି ଦେଲେ ଯନ୍ତ୍ରଣା ଦୂର ହୁଏ । ଲେମ୍ବୁରସ ସହିତ ମହୁ ମିଶଇ କରି କିଛିଦିନ ମାଲିସ କଲେ ମହୁଁରେ ବସ୍ତ ଦାଗ ଚାଲିଯାଏ । ମହୁକୁ ଖାଲି କିମ୍ବା କୌଣସି ଖାଦ୍ୟ ପଦାର୍ଥ ଯଥା : କ୍ଷୀର ରୁଟି, ଲେମ୍ବୁରସ ଆଦି ସହିତ ମଧ୍ୟ ଖିଆଯାଇପାରେ ।
error: Thank You Keep Visiting