ଟିଭି ସମ୍ବନ୍ଧିତ ବାସ୍ତୁ ଟିପ୍ସ

Straight to the Point

ଆଜିକାଲି ପ୍ରତିଘରେ ଟିଭି ଦେଖାଯାଏ । ଟିଭି ପାଖରେ ଲୋକମାନେ କିଛି ଜିନିଷ ସଜାଇ ରଖିଥାନ୍ତି, କିନ୍ତୁ ଏହା ପାଖରେ ଏମିତି ଜିନିଷ ରଖନ୍ତୁ ଯାହାକି ସକରାତ୍ମକ ଉର୍ଜା ଆଣିଦେବ । ଏହା ସହିତ ଘରଲୋକମାନେ ଟିଭି ଦେଖିବାକାଳରେ ଏହି ଜିନିଷକୁ ଦେଖିଲେ ପଜିଟିଭ୍ ଏନର୍ଜିବି ଆସିଥାଏ । ଏହି ପିଜିଟିଭ୍ ଏନର୍ଜି କାରଣରୁ ଘରେ କଳିଗୋଳ କମ୍ ରହେ ଓ ସେହି ବ୍ୟକ୍ତିଙ୍କର କାମରେ ଫୋକସ୍ ବି ବଢିଥାଏ । ଟିଭି ସମ୍ବନ୍ଧିତ ବାସ୍ତୁ ଟିପ୍ସ।

ଟିଭି ପାଖରେ କ’ଣ ରଖିବା ଉଚିତ ।
ହାତୀ ଯୋଡ଼ା:
ଜ୍ୟୋତିଷ ଅନୁସାରେ ହାତୀକୁ ବି ବହୁତ ଶୁଭ ବୋଲି କୁହାଯାଇଛି । ହିନ୍ଦୁଧର୍ମର କଥା କୁହାଗଲେ ଏଥିରେ ହାତୀକୁ ଭଗବାନ ଗଣେଶଙ୍କ ସ୍ୱରୂପ ଭାବେ ବିବେଚନା କରାଯାଏ । ତେଣୁ ଏହାକୁ ଗୃହରେ ରଖିଲେ ପଜିଟିଭ୍ ଏନର୍ଜି ଆସେ ।
ଯୋଡ଼ା ହଂସ: ଟିଭି ପାଖରେ ଯୋଡ଼ା ହଂସ ରଖିଲେ ବାସ୍ତୁ ଅନୁସାରେ ଶୁଭ ଭାବେ ବିବେଚନା କରାଯାଏ । ଏହି ହଂସଯୋଡ଼ା ପ୍ରେମ ଓ ହସିବାର ପ୍ରତୀକ । ଏହାକୁ ଦେଖିବା ଦ୍ୱାରା ମନରେ ଶାନ୍ତି ଆସିଥାଏ । ଅନେକ ସମୟରେ ରାଗିଥିବା ଲୋକବି ଏହାକୁ ଦେଖି ଶାନ୍ତ ପଡ଼ିଯାଏ । ଆପଣ ଧଳା ରଙ୍ଗର ହଂସଯୋଡ଼ା ରଖିଲେ ଅଧିକ ଶୁଭ ହୋଇଥାଏ ।

error: Thank You Keep Visiting