କପୋତର ମୂଲ୍ୟ ୧.୪ ମିଲିୟନ୍ ଡଲାର

Straight to the Point

ପ୍ରାୟ ଦେଖିବାକୁ ମିଳେ ଯେ ସୌକ ପାଇଁ ମଣିଷ ବହୁତ କିଛି କରିଥାଏ । ଏଥିପାଇଁ ଯେତେବଡ଼ ମୂଲ୍ୟ ହେଉନା କାର୍ହିକି । ସଂପ୍ରତି ନୂଆଦିଲ୍ଲୀରେ ଏହାର ଏକ ଜୀବନ୍ତ ଉଦାହରଣ ମିଳିଛି, ଯେଉଁଠାରେକି କପୋତକୁ କିଣିବା ପାଇଁ ୧.୪ ମିଲିୟନ୍ ଡଲାର ଅର୍ଥାତ ୯.୭କୋଟି କର୍ଚ୍ଚ କରାଯାଇଛି । ଆପଣ ହୁଏତ ବିଶ୍ୱାସ କରିପାରୁନଥିବେ, କିନ୍ତୁ କଥାଟି ଏକଦମ୍ ସତ୍ୟ । ଏହି କପୋତର ନାମ ଅରମାଣ୍ଡୋ । ବେଲଜିୟମ୍ରେ ଏହି ଜାତିର କପୋତଙ୍କୁ ରେସ୍ ପାଇଁ ଭାରି ଚିହ୍ନାଯାଏ । ଏହା ଏକ ରେସିଂ ପିଜିୟନ୍ । ଏହାକୁ କପୋତର ଲୁଇସ୍ ବା ମିଲ୍ଟନ ନାମରେ କୁହକାଯାଏ । ଏହାକୁ ୯.୭ କୋଟିରେ କିଣାଯାଇଥିଲା । ଏହାର ବୟସ ପାଞ୍ଚ ବର୍ଷ । ଏହାକୁ ଏହାର ମାଲିକ ରିଟାୟର କରିବାର ଥିଲା, କିନ୍ତୁ ରିଟାୟର କରିବା ପୂର୍ବରୁ ତାକୁ ୯.୭ କୋଟିରେ କିଣାଯାଇଥିଲା । ତାର ବୟସ ଏବେ ପାଞ୍ଚ ବର୍ଷ ।