ଆସନ୍ତାକାଲି ଭାରତ-ୱେଷ୍ଟଇଣ୍ଡିଜ ଦ୍ବିତୀୟ ଦିନିକିଆ ମ୍ୟାଚ

An Independent Media

ବିଶାଖାପାଟଣା ( ଏଜେନ୍ସି ) : ଆସନ୍ତାକାଲି(ବୁଧବାର) ବିଶାଖାପାଟଣାର ଏସିଏ-ଭିଡିସିଏ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନିଟିକିଆ ଦିନିକିଆ ମ୍ୟାଚ ବିଶିଷ୍ଟ ସିରିଜର ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯିବ। ବୁଧବାର ଦ୍ବିପ୍ରହର ୧ଟା ୩୦ରେ ଟସ୍ ପଡ଼ିବ ଏବଂ ୨ଟାରୁ ମ୍ୟାଚ ଆରମ୍ଭ ହେବ।

error: Thank You Keep Visiting