ଜ୍ୟାକ କାଲିସ ହେଲେ ଦକ୍ଷିଣ ଆଫ୍ରିକାର ନୂଆ ବ୍ୟାଟିଂ ପରାମର୍ଶଦାତା

An Independent Media

ନୂଆଦିଲ୍ଲୀ ( ଏଜେନ୍ସି ) : ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ୍ କାଲିସ ବୁଧବାର ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ନୂଆ ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି। ନୂଆ ନିଯୁକ୍ତି ପାଇବା ମାତ୍ରେ କାଲିସ ପ୍ରେଟୋରିଆ ଠାରେ ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଅଭ୍ୟାସ କ୍ୟାମ୍ପରେ ଯୋଗ ଦେଇଛନ୍ତି।

error: Thank You Keep Visiting