ଭୁବନେଶ୍ୱରରେ ଭାରତ-ଓ୍ଵେଷ୍ଟଇଣ୍ଡିଜ କ୍ରିକେଟ ଟିମ

An Independent Media

ଭୁବନେଶ୍ୱର: ଭୁବନେଶ୍ୱରରେ ପହଂଚିଲେ ଭାରତୀୟ ଓ ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ । କଟକ ବାରବାଟୀ ଷ୍ଟାଡ଼ିୟମରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ତିନି ମ୍ୟାଚ ବିଶିଷ୍ଟ ୱାନଡେ ଅନ୍ତିମ ଦିବାରାତ୍ର ମୁକାବିଲା ଡିସେମ୍ବର ୨୨ରେ ଖେଳାଯିବ। ଡିସେମ୍ବର ୨୨ରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ତିନି ମ୍ୟାଚ ବିଶିଷ୍ଟ ୱାନଡେ ପାଇଁ ଭାରତୀୟ ଓ ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ ବିଶାଖାପାଟଣାରୁ ଆସି ଭୁବନେଶ୍ୱରେ ପହଂଚିଛନ୍ତି । ଏାୟାକୋର୍ଟରୁ ସିଧାସଳଖ ହୋଟେଲ ଯିବେ ଏହି ୨ଦଳ । ଉଭୟ ଦଳ ଖେଳାଳୀଙ୍କ ରହଣୀ ପାଇଁ ମେ ଫେୟାର ହୋଟେଲରେ ବ୍ୟବସ୍ଥା କରାଯାଇଛି । ଖେଳାଳିଙ୍କୁ ସୁରକ୍ଷା ପ୍ରଦାନ ପାଇଁ ୨୧ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଉଭୟ ଦଳର ଖେଳାଳିଙ୍କୁ ସ୍ୱତନ୍ତ୍ର ଭାବେ ଷ୍ଟାଡିୟମକୁ ନିଆଯିବ ।

error: Thank You Keep Visiting