ଆସନ୍ତାକାଲି ଭାରତ-ୱେଷ୍ଟଇଣ୍ଡିଜ୍‍ ଶେଷ ଦିନିକିଆ

An Independent Media

କଟକ : ଭାରତ ଓ ୱେଷ୍ଟଇଣ୍ଡିଜ୍‍ ମଧ୍ୟରେ ରବିବାର ଅର୍ଥାତ ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମରେ ତିନି ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍‍ ଖେଳାଯିବ । ଏହି ସିରିଜ୍‍ ବର୍ତ୍ତମାନ ୧-୧ ସ୍ତରରେ ଥିବା ବେଳେ ସିରିଜ ବିଜୟ ଲକ୍ଷ୍ୟ ନେଇ ଦୁଇ ଦଳ କାଲି ପଡିଆକୁ ଓହ୍ଲାଇବେ।

error: Thank You Keep Visiting