ଭାରତର ୨ୟ ୱିକେଟର ପତନ : ରାହୁଲ ୭୭ରନ କରି ଆଉଟ

An Independent Media

କଟକ : ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ମ୍ୟାଚରେ ୧୬୭ରନରେ ଭାରତର ଦ୍ବିତୀୟ ୱିକେଟର ପତନ ଘଟିଛି। କେଏଲ ରାହୁଲ ୮୯ବଲରେ ୭୭ରନ କରି ଆଉଟ ହୋଇଯାଇଛନ୍ତି। ସେ ୭୭ରନରେ ଗୋଟିଏ ଛକା ଓ ୮ଟି ଚୌକା ମାରିଛନ୍ତି।

error: Thank You Keep Visiting