ଭାରତର ଚତୁର୍ଥ ୱିକେଟର ପତନ : ପନ୍ତ ୭ରନ କରି ଆଉଟ

An Independent Media

କଟକ :  କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତ ତାର ଚତୁର୍ଥ ୱିକେଟ ହରାଇଛି। ଭାରତର ଯୁବ ଖେଳାଳି ରିଷଭ ପନ୍ତ ମାତ୍ର ୭ରନ କରି ଆଉଟ ହୋଇଯାଇଛନ୍ତି। ସେ କିମୋ ପଲଙ୍କ ବଲରେ କ୍ଲିଙ୍ଗ ବୋଲ୍ଡ ହୋଇଯାଇଛନ୍ତି।

error: Thank You Keep Visiting