ଉଦ୍ଘାଟିତ ହେଲା ସମଲ ମିନି ଷ୍ଟାଡିୟମ

An Independent Media

ଅନୁଗୋଳ : ଅନୁଗୋଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡା ବିଧାୟକ ମହେଶ ସାହୁ, ନିଜସ୍ୱ ପାଣ୍ଠି ୫ ଲକ୍ଷ ଟଙ୍କା ଏବଂ କ୍ରୀଡା ଓ ଯୁବ ସେବା ବିଭାଗରୁ ୨୦ ଲକ୍ଷ ଟଙ୍କା ବିନିଯୋଗରେ ବ୍ଲକ ସ୍ତରୀୟ ମିନି ଷ୍ଟାଡିୟମ ନିର୍ମାଣ କଣିହାଁ ବ୍ଲକର ସମଲ ଠାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦ୍ଘାଟନ କରିଛନ୍ତି । ସମ୍ମାନିତ ଅତିଥି ଭାବରେ ସମିତି ସଭ୍ୟା ସମଲ ଗ୍ରା.ପର ଜ୍ୟୋସ୍ନା ସାହୁ, ଯୁବନେତା ବୁଦ୍ଧିମନ୍ତ ସାହୁ, ଜିଲ୍ଲା ଯୁବ ବିଜେଡି ଉପସଭାପତି ସୁନୀଲ ପ୍ରଧାନ, ଭାବଗ୍ରାହୀ ସାହୁଙ୍କ ସମେତ ବହୁ କ୍ରୀଡା ବିତ୍ ଉପସ୍ଥିତ ଥିଲେ ।

error: Thank You Keep Visiting