ବିଜୁ ଯୁବ ବାହିନୀ ଏକଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

An Independent Media

ତାଳଚେର: ତାଳଚେର ବ୍ଲକ ତେଣ୍ଟୁଲେଇ ଗ୍ରାମରେ ବିଜୁ ଯୁବ ବାହିନୀ ର ଏକଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ତେଣ୍ଟୁଲେଇ କ୍ରିକେଟ୍ କ୍ଲବ ଓ ହାଉସିଂ ବୋର୍ଡ କ୍ରିକେଟ୍ କ୍ଲବ ମଧ୍ୟରେ ହୋଇଥିଲା । ତେଣ୍ଟୁଲେଇ ଟସ୍ ଜିତି ଥିଲା । ହାଉସିଂବୋର୍ଡ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୭ ୱିକେଟ୍ ହରାଇ ୭୯ ରନ୍ କରିଥିଲା । ହାଉସିଂ ବୋର୍ଡ ୬ ୱିକେଟ୍ ହରାଇ ନବମ ଉଭରରେ ବିଜୟୀ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଜିଲ୍ଳା ଯୁବ ବିଜେଡି ସା. ସମ୍ପାଦକ ରାଜେଶ ଦାସ୍, ତାଳଚେର ବ୍ଲକ ଯୁବ ସଭାପତି ମନୋଜ ସାହୁ, ସମାଜସେବୀ ଜିତିଶ୍ ନାଏକ, ତେଣ୍ଟୁଲେଇ ଗ୍ରାପ ସମ୍ପାଦକ ସୁଜିତ୍ ପଟ୍ଟନାୟକ ଉପସ୍ଥିତ ରହି ବିଜୟୀ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ ।

error: Thank You Keep Visiting