ଏମସିଏଲ ଲିଙ୍ଗରାଜ କ୍ଷେତ୍ରର ବାର୍ଷିକ ଏକ ଦିବସୀୟ କ୍ରୀଡା ଉଦ୍ଘାଟନ

Straight to the Point

ତାଳଚେର : ତାଳଚେରର ଦେଉଳବେଡା ଠାରେ ଥିବା ଏମସିଏଲର ଗ୍ରୀନ୍ ଗ୍ରାସ ଷ୍ଟାଡିୟମ ଠାରେ ଲିଙ୍ଗରାଜ ପ୍ରକଳ୍ପ ଅଧିକାରୀ ଏ. କେ. ଦେହୁରୀ ଏକ ଦିବସିୟ ବାର୍ଷିକ କ୍ରୀଡାର ଶୁଭ ଉଦ୍ଘାଟନ କରିଛନ୍ତି । ଲିଙ୍ଗରାଜ କ୍ଷେତ୍ରର ୩୫ ଜଣ କ୍ରୀଡା ବିତ୍ ଭାଗ ନେଇଛନ୍ତି । ସ୍ପୋଟସ୍ ଅରଗାନାଇଜର ହରେଶ ସାହୁ, ଲିଙ୍ଗରାଜ କ୍ଷେତ୍ରର କାର୍ମିକ ଅଧିକାରୀ ଆର ଦାସ୍, ସିକ୍ୟୁରିଟି ଅଧିକାରୀ ଏ ସାହୁ, ଏମସିଏଲ୍ କୁମୁଦ ସାହୁ, ଭାଷ୍ୟକାର ମୁନିର, ତିନି ଶ୍ରମିକ ସଂଗଠନର ନେତୃମଣ୍ଡଳି ଉପସ୍ଥିତ ଥିଲେ । ଷ୍ଟାଡିୟମ ଦାୟିତ୍ୱରେ ଥିବା ଅଧିକାରୀ ରମେଶ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।

error: Thank You Keep Visiting