ଏନଟିପିସି ସାହାଯ୍ୟରେ ୧୬ ତମ ଗ୍ରାମୀଣ କ୍ରୀଡ଼ା ପ୍ରତିଯୋଗିତା

An Independent Media

କଣିହାଁ : କଣିହାଁ ଏନଟିପିସି ସି.ଏସ୍.ଆରରୁ କ୍ରୀଡା ବିଭାଗ ତରଫରୁ କଣିହାଁ ବ୍ଲକର ୧୭ ଟି ଦଳକୁ ନେଇ କବାଡି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଫାଇନାଲ କଣିହାଁ ଓ ଡେରେଙ୍ଗ ମଧ୍ୟରେ ହୋଇଥିବା ବେଳେ କଣିହାଁ ଦଳ ବିଜୟୀ ହୋଇଥିଲା । ଫାଇନାଲ ଦିବସରେ ଏନ୍ଟିପିସିର ଅପରେସନ ସହକାରୀ ମହାପ୍ରବନ୍ଧକ ଡି. କେ. ସାହୁ ଉଭୟ ଦଳକୁ ସ୍ୱାଗତ କରିଥିଲେ । ଗ୍ରାମାଞ୍ଚଳର ଖେଳର ଉନ୍ନତିରେ ସର୍ବଦା ଏନ୍ଟିପିସି ଆପଣଙ୍କ ସହଯୋଗ କରି ଆସିଛି ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ ।

error: Thank You Keep Visiting