ଆଇପିଏଲ-୨୦୧୯ : ଆଜି ରାଜସ୍ଥାନ ବନାମ ପଞ୍ଜାବ ମଧ୍ୟରେ ମୁକାବିଲା

Straight to the Point

ଜୟପୁର : ଆଇପିଏଲ-୨୦୧୯ରେ ସୋମବାର ଜୟପୁରଠାରେ ରାଜସ୍ଥାନ ରୟାଲ୍‍ସ ଓ କିଙ୍ଗସ୍‍ ଇଲେଭେନ୍‍ ପଞ୍ଜାବ ମଧ୍ୟରେ ମୁକାବିଲା ହେବ । ଆଜି ଆଇପିଏଲରେ ଗୋଟିଏ ମ୍ୟାଚ ଅନୁଷ୍ଠିତ ହେବ। ରାତି ୮ଟା ବେଳେ ଏହି ମ୍ୟାଚ୍‍ ଆରମ୍ଭ ହେବ।

ରବିବାର ଅନୁଷ୍ଠିତ ୨ଟି ମ୍ୟାଚରୁ ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ, ସନରାଇଜର୍ସ ହାଇଦ୍ରବାଦ ବିପକ୍ଷରେ ୬ ୱିକେଟରେ ବିଜୟୀ ହୋଇଥିଲା। ସେହିପରି ୨ୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ବଇ ଇଣ୍ଡିଆନ୍ସକୁ ୩୭ ରନରେ ପରାସ୍ତ କରିଛି।

error: Thank You Keep Visiting