ଆଇପିଏଲ୍‌-2019 : ବାଙ୍ଗାଲୋରକୁ ୬ ରନ୍‌ରେ ପରାସ୍ତ କଲା ମୁମ୍ବଇ

Straight to the Point

ବାଙ୍ଗାଲୋର : ଗୁରୁବାର ବାଙ୍ଗାଲୋରରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚରେ ମୁମ୍ବଇ ଇଣ୍ଡିଆନସ୍‌ ବାଙ୍ଗାଲୋରକୁ ୬ ରନ୍‌ରେ ପରାସ୍ତ କରିଛି। ଏଥି ସହିତ ମୁମ୍ବଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କରିଛି। ମୁମ୍ବଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୨୦ ଓଭରରେ  ୮ ଓ୍ଵିକେଟ ହରାଇ ୧୮୭ ରନ୍‌ କରିଥିଲା। ମୁମ୍ବଇର ୧୮୮ରନର ବିଜୟ ଲକ୍ଷ୍ୟକୁ ପିଛାକରି ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ ହରାଇ ୧୮୧ ରନ୍‌ କରିଥିଲା। ଶେଷ ଓଭରରେ ବାଙ୍ଗାଲୋରକୁ ବିଜୟ ପାଇଁ ୧୭ ରନ୍‌ ଦରକାର ଥିବା ବେଳେ ୧୦ ରନ୍‌ କରିବାରେ ସକ୍ଷମ ହୋଇଥିଲା।

error: Thank You Keep Visiting