ଓକିଲ-ପୋଲିସ ମୁହାଁମୁହିଁ, ୧୫୦ରୁ ଅଧିକ ଓକିଲ ଗିରଫ

ସମ୍ବଲପୁର: ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଗସ୍ତକୁ ନେଇ ସମ୍ବଲପୁରର ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଓକିଲ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି

Read more