ଆଧାର ଥାଉ ବା ନଥାଉ ସମସ୍ତଙ୍କୁ ମିଳିବ ସ୍ୱାସ୍ଥ୍ୟ ସେବା: କେନ୍ଦ୍ର ସରକାର

ନୂଆଦିଲ୍ଲୀ:ଆୟୁଷ୍ମାନ ଯୋଜନାର ହିତାଧିକାରୀଙ୍କ ପାଇଁ ଆଧାର କାର୍ଡ ଆବଶ୍ୟକ। କିନ୍ତୁ ବାଧ୍ୟତାମୂଳକ ନୁହେଁ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି।

Read more