ମନ୍ଦାକିନୀ କରଙ୍କୁ ନେଇ ଜଗତସିଂହପୁର ବିଜେଡି ରାଜନୀତିରେ ସରଗରମ

ଜଗତସିଂହପୁର: ଆଗାମି ୨୦୧୯ ନିର୍ବାଚନରେ ବିଜେଡି ନାରି ନେତ୍ରୀ ମନ୍ଦାକିନୀ କରଙ୍କୁ ନେଇ ମଇଦାନକୁ ଓହ୍ଲାଇବ ବୋଲି ଚର୍ଚା ଜଗତସିଂହପୁର ବିଜେଡି ରାଜନିତିରେ ସରଗରମ କରିଛି ।

Read more
error: Thank You Keep Visiting