ରଥରେ ମହାପ୍ରଭୁଙ୍କୁ ସ୍ପର୍ଶ କରିବା ମନା

ପୁରୀ : ଶ୍ରୀଜୀଉ ରଥରେ ବିଜେ କରିଥିବା ବେଳେ କୌଣସି ଅନଧିକୃତ ବ୍ୟକ୍ତି ସ୍ପର୍ଶ କରିପାରିବେ ନାହିଁ। ପହଣ୍ଡି ସମୟରେ ମଧ୍ୟ ଏହି କଟକଣା ବଳବତ୍ତର ରହିବ।

Read more

ଚତୁର୍ଦ୍ଧାମୂର୍ତ୍ତି ସମ୍ମୁଖରେ ଛିଡ଼ାହେବେନି ସେବକ

ପୁରୀ : ଚତୁର୍ଦ୍ଧାମୂର୍ତ୍ତି ରଥରେ ବିଜେ କରିଥିବା ବେଳେ କୌଣସି ସେବକ ତାଙ୍କ ସମ୍ମୁଖରେ ଛିଡାହେବେ ନାହିଁ। ଜନସାଧାରଣଙ୍କ ନିର୍ବିଘ୍ନ ଦର୍ଶନ ପାଇଁ ଏପରି କଟକଣା ଜାରି

Read more
error: Thank You Keep Visiting